ଅନ୍ୟଙ୍କ ଦ୍ଵାରା ଜର୍ନାଲ୍

You are here

ଗାନ୍ଧିଜୀଙ୍କର ଉଦ୍ୟମ ଥିଲା ଯେତେ ଅଧିକ ସମ୍ଭବ ସେତେ ଅଧିକ ଲୋକ ଏବଂ ମତାମତ ନିକଟରେ ପହଞ୍ଚିବାକୁ ଏବଂ ଯୋଗାଯୋଗ କରିବାକୁ । ଏକାଧିକ ଭାଷାରେ ପ୍ରକାଶିତ ପତ୍ରିକା ଗୁଡ଼ିକର ଅବଧିଗତ ପ୍ରକାଶନ ଯୋଗାଯୋଗର ଏଭଳି ଏକ ମାଧ୍ୟମ ଥିଲା । ଗାନ୍ଧିଜୀଙ୍କ ଦ୍ୱାରା ପତ୍ରିକାଗୁଡ଼ିକର ବିଭାଗ ତାଙ୍କ ଦ୍ୱାରା ନିଜେ ଲେଖିଥିବା, ସଂଶୋଧିତ କରିଥିବା କିମ୍ବା ପ୍ରକାଶନ କରିଥିବା ପୁର୍ଣ୍ଣ ଲେଖାଗୁଡ଼ିକୁ ଉପସ୍ଥାପିତ କରେ । ଗାନ୍ଧିଜୀଙ୍କର ଧାରଣ ଏବଂ ଅଭ୍ୟାସ ଗୁଡ଼ିକ ଅନେକ ଆନ୍ଦୋଳନ ଏବଂ ସାରସ୍ୱତ ଜିଜ୍ଞାସାକୁ ପ୍ରେରଣା ଦେଇଛି । ଅନ୍ୟ ବିଭାଗ ଦ୍ୱାରା ପତ୍ରିକା ଗୁଡ଼ିକ ଅନୁଷ୍ଠାନ ଏବଂ ଆନ୍ଦୋଳନ ଗୁଡ଼ିକ ଦ୍ୱାରା ପ୍ରକାଶିତ ପତ୍ରିକାଗୁଡ଼ିକର ଚୟନକୁ ଉପସ୍ଥାପିତ କରେ ଯାହା ଗାନ୍ଧିଜୀଙ୍କର ଧାରଣା ଏବଂ ଅଭ୍ୟାସ ଗୁଡ଼ିକୁ କିମ୍ବା ରେକର୍ଡ଼, ଦଲିଲ ଏବଂ ଆନ୍ଦୋଳନ ଗୁଡ଼ିକର ଘଟଣାପଞ୍ଜୀର ତର୍ଜମା କରିବାକୁ ଚାହେଁ । ଏହି ପତ୍ରିକା ଗୁଡ଼ିକର ସମ୍ପୂର୍ଣ୍ଣ ଏବଂ କଟାଛଟା ହୋ‌ଇନଥିବା ଲେଖାଗୁଡ଼ିକ ପ୍ରଦାନ କରାଯାଇଛି ।

Loading
 
GoUp