ଅଡିଓ ଗୁଡ଼ିକ

You are here

ଯେତେବେଳେ ଭାରତ ଉପମହାଦେଶ ସ୍ୱାଧିନତା ଦିଗରେ ଅଗ୍ରସର ହେବାକୁ ଲାଗିଲା, ସେତେବେଳେ ଏହା ଅଭୁତପୁର୍ବ ହିଂସାରେ ବୁଡ଼ିଗଲା । ଗାନ୍ଧିଜୀଙ୍କର ପ୍ରାର୍ଥନା ବକ୍ତୃତାଗୁଡ଼ିକ ହେଲା ମାଧ୍ୟମ ଯାହା ଜରିଆରେ ସେ ଶାନ୍ତି ଓ ସୁସ୍ଥଚିତ୍ତତା ପାଇଁ ନିବେଦନ କଲେ । ଏହି ପ୍ରାର୍ଥନା ବକ୍ତୃତାଗୁଡ଼ିକ ଅଲ୍ ଇଣ୍ଡିଆ ରେଡିଓ ଦ୍ୱାରା ରେକର୍ଡ଼ କରାଯାଇିଥିଲା ଏବଂ ସମଗ୍ର ଉପମହାଦେଶରେ ପ୍ରସାରିତ କରାଯାଇଥିଲା । ଏଠାରେ ଏକ ସଂଗ୍ରହ ଉପସ୍ଥାପିତ କରାଯାଇଛି ।

Loading
Important note: ଏଠାରେ ତଳେ ଉଲ୍ଲେଖିତ ଲେଖା ସିଡବଲୁଏମ୍‌ଜି ନିକଟରୁ ନିଆଯାଇଛି ଏବଂ ଅଡିଓ ବକ୍ତୃତା ସହ ଅବିକଳ ଶବ୍ଦକୁ ଶବ୍ଦ ମେଳ ଖାଇନପାରେ ।

Pages

Important note: THE TEXT DISPLAYED WITH THIS AUDIO IS TAKEN FROM CWMG AND MAY NOT MATCH WORD BY WORD WITH THE SPEECH.
GoUp