19091914191919241929193419391944194919541959196419691974197919841989
ଗାନ୍ଧିଜୀ ସାତଗୋଟି ପୁସ୍ତକ ଲେଖିଥିଲେ ଏବଂ ଭଗବତ ଗୀତାକୁ ଗୁଜୁରାଟିରେ ଅନୁବାଦ କରିଥିଲେ । ଏହି ଆଠଟି ଗାନ୍ଧିଜୀଙ୍କ ମୁଖ୍ୟ ଲେଖା ଅଟେ । ଏଗୁଡ଼ିକ ତାଙ୍କର ଅତିଘନିଷ୍ଠ ବନ୍ଧୁମାନଙ୍କ ଦ୍ୱାରା ପ୍ରାୟତଃ ତାଙ୍କରି ତତ୍ତ୍ୱାବଧାନ ଅଧିନରେ ଅନୁବାଦିତ ହୋଇଥିଲା । ସେଗୁଡ଼ିକୁ ସେଗୁଡ଼ିକର ପ୍ରଥମ ପ୍ରକାଶନ ଗୁଡ଼ିକର ବର୍ଷ ଉପରେ ଆଧାର କରି ଏଠାରେ କ୍ରମରେ ସଜଡ଼ାଯାଇଛି । ଏହାର ପ୍ରଥମ ଉପଲବ୍ଧ ସଂସ୍କରଣକୁ ରଖିବାକୁ ଯତ୍ନ ନିଆଯାଇଛି ।