ବିଭାଗଟିରେ ଚାରୋଟି ଦୈନନ୍ଦିନ ସମୟାନୁକ୍ରମ ରହିଛି; ଦୁଇ ଅଂଶ ସମୟାନୁକ୍ରମ ସି.ବି.ଦଲାଲଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ପ୍ରକାଶନ ବିଭାଗ ଦ୍ୱାରା ଗୋଟିଏ ଲେଖାଁଏ ହୋଇଛି ଓ ସିଡବଲୁଏମ୍ଜିର ପ୍ରତ୍ୟେକ ଖଣ୍ଡ ଗୁଡ଼ିକର ସମାପ୍ତିରେ ପ୍ରଦାନ କରାଯାଇଥିବା ସୂଚନା ଉପରେ ଆଧାରକରି ଗୋଟିଏକୁ ପ୍ରସ୍ତୁତ କରାଯାଇଛି ।