ଗାନ୍ଧିଜୀ ତାଙ୍କର ସତ୍ୟ, ଅହିଂସା, ସତ୍ୟାଗ୍ରହ, ସ୍ୱଦେଶୀ ଏବଂ ସମସ୍ତଙ୍କ ପାଇଁ ସମାନତାର ବାର୍ତ୍ତା ବହନ କରିବାକୁ ଅବିରତ ଭାବରେ ସାରା ଉପମହାଦେଶରେ ବୁଲିଲେ । ଏହାହିଁ ଥିଲା ଏହିମାଟିରେ ବାସକରିବାର ଏବଂ ଏହି ମାଟିର ଲୋକମାନଙ୍କ ସହ ଏକହୋଇ ରହିବାର ତାଙ୍କର ଏକ ଉପାୟ । ଜିଏଚ୍ଏସ୍ ଗାନ୍ଧିଜୀ ପରିଦର୍ଶନ କରିଥିବା ସମସ୍ତ ସ୍ଥାନ ଗୁଡ଼ିକର ଏକ ତାଲିକା ପ୍ରଦାନକରେ, ଯେଉଁଥିରୁ 39ଟିକୁ ମୂଳ ସ୍ଥାନରୂପେ ନାମିତ କରାଯାଇଛି ।

Court Room, Circuit House, Ahmedabad
Writeup | ପ୍ରକୃତପକ୍ଷେ ନିରୁପିତ ସ୍ଥାନ ପର୍ଯ୍ୟଟନ | ସ୍ଥାପତ୍ୟ ଦସ୍ତାବିଜ୍The Gujarat Vidyapith, Ahmedabad (Established By Gandhiji, Especially Its Bible Room)
Writeup | ପ୍ରକୃତପକ୍ଷେ ନିରୁପିତ ସ୍ଥାନ ପର୍ଯ୍ୟଟନ | ସ୍ଥାପତ୍ୟ ଦସ୍ତାବିଜ୍
Gandhi Heritage Portal by Sabarmati Ashram Preservation and Memorial Trust is licensed under Creative Commons Attribution-NonCommercial-NoDerivatives 4.0 International